ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୪୦୦ ଗ୍ରାମ ସୁନା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଜଣେ ଯାତ୍ରୀଙ୍କ ପାଖରୁ ପାଖାପାଖି ୪୦୦ ଗ୍ରାମ ସୁନା ଜବତ କରାଯାଇଛି। ସୁନା ଚୋରା ଚାଲାଣ ହେଉଥିବାର ଖବର ପାଇବା ପରେ ପୁଲିସ ଆଜି ଏହି ସୁନା ଜବତ କରିଛି। ମିଳିଥିବା ସୂଚନା ମୁତାବକ ଚେନ୍ନାଇ ଯାଉଥିବା ଏ ଜୈନୁଲବାଦିନ ନାମକ ଯାତ୍ରୀ ଏହି ସୁନା ନେଇ ଯାଉଥିଲେ। ବିମାନବନ୍ଦରରେ ଲାଗିଥିବା ସ୍କାନର ଦେଇ ଯେତେବେଳେ ବ୍ୟକ୍ତିଜଣକ ଯାଇଥିଲେ ସେତେବେଳେ ତାଙ୍କ … Continue reading ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୪୦୦ ଗ୍ରାମ ସୁନା